ଓଲିଉଡ଼ରେ ଉଠିଲା କାଷ୍ଟିଂ କାଉଚ୍ ଝଡ଼, ପ୍ରଯୋଜକଙ୍କ ନାଁରେ ଅଭିଯୋଗ ଆଣିଲେ ଅଭିନେତ୍ରୀ

ଭୁବନେଶ୍ୱର ୦୯/୦୬: ପୁଣି ଓଲିଉଡ଼ରେ ଉଠିଲା କାଷ୍ଟିଂ କାଉଚ ଝଡ଼। ଓଲିଉଡ଼ରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ପ୍ରକୃତି ମିଶ୍ର ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ସିଧା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ପ୍ରଯୋଜକ ଟୁଟୁ ନାୟକ ଅଭିନେତ୍ରୀଙ୍କୁ ଶୋଷଣ କରିଥାନ୍ତି। ସୁଟିଂ ସେଟ୍ ରେ ରାତିରେ ସୁଟିଂ ସରିଲେ ଅଭିନେତ୍ରୀଙ୍କୁ ପାଖକୁ ଡାକନ୍ତି । ଯଦି ତାଙ୍କ ପାଖକୁ କୌଣସି ଅଭିନେତ୍ରୀ ଯିବାକୁ ମନା କରିଦିଅନ୍ତି , ତେବେ … Continue reading ଓଲିଉଡ଼ରେ ଉଠିଲା କାଷ୍ଟିଂ କାଉଚ୍ ଝଡ଼, ପ୍ରଯୋଜକଙ୍କ ନାଁରେ ଅଭିଯୋଗ ଆଣିଲେ ଅଭିନେତ୍ରୀ