ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ ସାମଲ, ନୋଟିସ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Published By : Prameya-News7 Bureau | February 28, 2024 IST

ଭୁବନେଶ୍ୱର ୨୮।୦୨ : ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ହାଜର ହୋଇଛନ୍ତି । ବିଧାୟକ  ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କୁ ହାଜର ହେବାକୁ ନୋଟିସ କରିଥିଲା ଇଡି । ପୂର୍ବରୁ ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କ ଘରେ ରେଡ୍ କରିଥିଲା ଇଡି

ଖବର ଅନୁଯାୟୀ,  ଭଦ୍ରକ ବରପଦା ଇଞ୍ଜିନିୟରିଂ ଜମି ଦୁର୍ନୀତି ଘଟଣା । ସମନ ପରେ ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲ । ୨୦ କୋଟି ଟଙ୍କାର ଜମି ଦୁର୍ନୀତି ହୋଇଥିବା ନେଇ ହୋଇଥିଲା ଅଭିଯୋଗ । ପୂର୍ବରୁ ରୁ ଭଦ୍ରକ ଓ ଭୁବନେଶ୍ୱରରେ ରେଡ କରିଥିଲା ଇଡି । ଏପିରିକି ୧୦ଟି ସ୍ଥାନରେ ମଧ୍ୟ ଇଡି ରେଡ୍‌ କରିସାରିଛି । ପ୍ରଫୁଲ ସାମଲଙ୍କ ପୁଅଙ୍କ ଘରୁ କାର ସହ ୯ ଲକ୍ଷ ଟଙ୍କା ଜବତ କରିଥିଲା ଇଡି ।

wp:embed {"url":"https://www.prameyanews7.com/gaganyaan-astronaut-prasanth-nair-married-to-malayalam-actress-lena/","type":"wp-embed","providerNameSlug":"prameya-news-7"}
https://www.prameyanews7.com/gaganyaan-astronaut-prasanth-nair-married-to-malayalam-actress-lena/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.