ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ସତସଙ୍ଗ ପ୍ରଧାନ ଆଶ୍ଚର୍ଯ୍ୟଦେବ ଶ୍ରୀ ଶ୍ରୀ ଅଶୋକ ରଞ୍ଜନ ଚକ୍ରବର୍ତ୍ତୀଙ୍କ ପରଲୋକ

16/12/2021 at 5:53 PM

ଦୁର୍ଗାପୁର ୧୬।୧୨: ଦେଓଗଡ ସତସଙ୍ଗ ଆଶ୍ରମର ପ୍ରଧାନ ଆଶ୍ଚର୍ଯ୍ୟଦେବ ଶ୍ରୀ ଶ୍ରୀ ଅଶୋକ ରଞ୍ଜନ ଚକ୍ରବର୍ତ୍ତୀଙ୍କ ଦେହାନ୍ତ ହୋଇଛି । ଦୁର୍ଗାପୁର ସ୍ଥିତ ମିଶନ ହସ୍ପିଟାଲରେ ଗୁରୁବାର ସକାଳ ୯ଟା ୪୦ ମିନିଟ୍‌ରେ ତାଙ୍କ ପରଲୋକ ହୋଇଛି । ସେ ଶ୍ରୀ ଶ୍ରୀ ଦାଦା ନାମରେ ବେଶ୍ ପରିଚିତ ଥିଲେ ।

ପରମ ପୂଜ୍ୟପଦ ଶ୍ରୀ ଶ୍ରୀ ଅଶୋକ ରଞ୍ଜନ ଚକ୍ରବର୍ତ୍ତୀ ହେଉଛନ୍ତି ସ୍ବର୍ଗତ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ନାତି । ଅଶୋକ ଚକ୍ରବର୍ତ୍ତୀ ଜଣେ ଆଧ୍ୟାତ୍ମିକ ଗୁରୁ ଥିଲେ । ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ସେ ଦୁଇ ମାସ ହେଲା ଚିକିତ୍ସାଧିନ ଥିଲେ । ଦକ୍ଷିଣ ଦୁର୍ଗାପୁର ଶ୍ୟାମପୁର ସ୍ଥିତ ସତସଙ୍ଗ ମନ୍ଦିର ପରିସରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

   Related Posts