oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତର, ବ୍ରହ୍ମପୁର ମଣ୍ଡଳ କାରାଗାରରୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ

7/02/2021 at 10:48 AM

ବ୍ରହ୍ମପୁର ୦୭।୦୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ବ୍ରହ୍ମପୁର ଜେଲରୁ ଭୁବନେଶ୍ବର ଅଣାଯାଉଛି । ଗତକାଲି ବ୍ରହ୍ମପୁର ଏମକେସିଜିରେ ପ୍ରଦୀପଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । କୁକୁଡାଖଣ୍ଡି କୋଭିଡ ସେଣ୍ଟରରେ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଅଣାଯାଉଥିବା ସୂଚନା ମିଳିଛି ।

ବ୍ରହ୍ମପୁର ଏସ୍ ଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପଙ୍କୁ ସ୍ଥାନାନ୍ତର କରାଯାଉଥିବା ପ୍ରଦୀପଙ୍କ ଓକିଲ ସୂଚନା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି, ଜାଣିଶୁଣି ପ୍ରଦୀପଙ୍କୁ ବ୍ରହ୍ମପୁର ଜେଲରେ ଅଟକ ରଖାଯାଇଛି । ବ୍ରହ୍ମପୁର ଏସଡିଜେଏମ କୋର୍ଟ ଗତ ୪ତାରିଖରେ ତାଙ୍କୁ ଝାରପଡା ନେବା ପାଇଁ ଆଦେଶ ଦେଇଥିଲେ ମଧ୍ୟ ପାଳନ କରାଯାଇନାହିଁ । ଉଦ୍ଦେଶ୍ୟମୂଳକ ଅଟକ ମାମଲାକୁ ନେଇ ଉଚ୍ଚ ଅଦାଲତର ଆଶ୍ରୟ ନିଆଯିବ ବୋଲି ପ୍ରଦୀପଙ୍କ ଓକିଲ କହିଛନ୍ତି ।

   Related Posts