vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟ

3/05/2018 at 10:05 AM

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟ :
କୁଆଡେ ଗଲେ ଧର୍ମେନ୍ଦ୍ର, ଆଉ ଦିଶୁନାହାନ୍ତି
୨ ମାସ ହେଲା ଟିଭି କି ଖବରକାଗଜରେ ତାଙ୍କ ମୁହଁ ଦିଶୁନି
ଆଗରୁ ବହୁବାର ଓଡିଶା ଆସୁଥିଲେ
ବିଜେପୁର ନିର୍ବାଚନ ଫଳାଫଳ ପରଠାରୁ ଆଉ ଦେଖାଯାଉନାହାନ୍ତି
ପ୍ରଦୀପ ମହାରଥୀଙ୍କ ଧର୍ମେନ୍ଦ୍ର ପ୍ରଧାନ ଦେଖାନଥିବା ମନ୍ତବ୍ୟ ପ୍ରସଙ୍ଗ
ଜବାବ ରଖିଲା ବିଜେପି :
ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟା
ମହାରଥୀ କେଉଁ ଆଖିରେ ଦେଖିଲେ ଆମେ ଜାଣିପାରୁନୁ
ଓଡିଶା ସରକାର ମଧୁବାବୁଙ୍କ ଜୟନ୍ତୀ ଭୁଲି ଯାଇଥିଲେ
କଟକରେ ମଧୁବାବୁଙ୍କ ଜୟନ୍ତୀ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମୟୁରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ
ବିଜେଡିକୁ ବିଜେପି ଭୟ ଘାରିଛି
ସେଥିପାଇଁ ସେ ବାରମ୍ବାର ବିଜେପିର ନାଁ ଧରୁଛନ୍ତି

Leave a Reply

   Related Posts