କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟ
3/05/2018 at 10:05 AM

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟ :
କୁଆଡେ ଗଲେ ଧର୍ମେନ୍ଦ୍ର, ଆଉ ଦିଶୁନାହାନ୍ତି
୨ ମାସ ହେଲା ଟିଭି କି ଖବରକାଗଜରେ ତାଙ୍କ ମୁହଁ ଦିଶୁନି
ଆଗରୁ ବହୁବାର ଓଡିଶା ଆସୁଥିଲେ
ବିଜେପୁର ନିର୍ବାଚନ ଫଳାଫଳ ପରଠାରୁ ଆଉ ଦେଖାଯାଉନାହାନ୍ତି
ପ୍ରଦୀପ ମହାରଥୀଙ୍କ ଧର୍ମେନ୍ଦ୍ର ପ୍ରଧାନ ଦେଖାନଥିବା ମନ୍ତବ୍ୟ ପ୍ରସଙ୍ଗ
ଜବାବ ରଖିଲା ବିଜେପି :
ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟା
ମହାରଥୀ କେଉଁ ଆଖିରେ ଦେଖିଲେ ଆମେ ଜାଣିପାରୁନୁ
ଓଡିଶା ସରକାର ମଧୁବାବୁଙ୍କ ଜୟନ୍ତୀ ଭୁଲି ଯାଇଥିଲେ
କଟକରେ ମଧୁବାବୁଙ୍କ ଜୟନ୍ତୀ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମୟୁରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ
ବିଜେଡିକୁ ବିଜେପି ଭୟ ଘାରିଛି
ସେଥିପାଇଁ ସେ ବାରମ୍ବାର ବିଜେପିର ନାଁ ଧରୁଛନ୍ତି