ମରୋକ୍କୋରେ ଶକ୍ତିଶାଳୀ ଭୂମିକମ୍ପ; ୨୯୬ଜଣ ମୃତ, ରିକ୍ଟର ସ୍କେଲରେ ତିବ୍ରତା  ୬.୮ ରେକର୍ଡ

ନୂଆଦିଲ୍ଲୀ, ୦୮/୦୯: ଉତ୍ତର ଆଫ୍ରିକୀୟ ଦେଶ ମରୋକ୍କୋରେ ଭୟଙ୍କର ଭୂମିକମ୍ପ  । ରିକ୍ଟର ସ୍କେଲର ଏହାର ତିବ୍ରତା ୬.୮ ରେକର୍ଡ କରାଯାଇଛି । ସ୍ଥାନୀୟ ସମୟ ରାତି ୧୧ଟା ୧୧ମିନିଟ୍‌ରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଶକ୍ତିଶାଳୀ ଭୂମିକମ୍ପରେ ଏବେ ସୁଦ୍ଧା ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବା ଅନେକ ଆହତ ହୋଇଛନ୍ତି । ଆମେରିକା ଭୂବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଅନୁସାରେ, ମରୋକ୍କୋରେ ଆସିଥିବା ଏହି ଭୂମିକମ୍ପ ସବୁଠୁ ଶକ୍ତିଶାଳୀ । ଏହାର କେନ୍ଦ୍ରସ୍ଥଳ ଏଟଲସ୍ ପର୍ବତଶ୍ରେଣୀ … Continue reading ମରୋକ୍କୋରେ ଶକ୍ତିଶାଳୀ ଭୂମିକମ୍ପ; ୨୯୬ଜଣ ମୃତ, ରିକ୍ଟର ସ୍କେଲରେ ତିବ୍ରତା  ୬.୮ ରେକର୍ଡ