ପୋଷ୍ଟ ଅଫିସରେ ପୁଣି ଝୁଲିଲା ତାଲା, ଅଫିସ୍ ବାରଣ୍ଡାରେ ବସିଲେ ଜମାକାରୀ

ନାରାୟଣପାଟଣା ୧୦/୦୭: ପୋଷ୍ଟ ଅଫିସରେ ପୁଣି ପଡିଲା ତାଲା । ଅଫିସ୍ ବାରଣ୍ଡାରେ ବସିଲେ ପୋଷ୍ଟ ଶହ ଶହ ଜମାକାରୀ । ନାରାୟଣ ପାଟଣାରୁ ନଜର ଆସିଛି ଏମିତି ଅଭାବନୀୟ ଘଟଣା । ସୂଚନା ଥାଉକି, ନାରାୟଣାପାଟଣା ପୋଷ୍ଟ ଅଫିସରେ ପୁଣି ଝୁଲିଲା ତାଲା । ପାଖାପାଖି ଗୋଟାଏ ବ୍ଲକ୍ ର ୫୦ ରୁ ଉର୍ଦ୍ଧ୍ୱ ଜମାକାରୀଙ୍କ ଟଙ୍କା ହଡପ ହୋଇଥିବା ଅଭିଯୋଗ । ପାଖାପାଖି ୩୦ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । … Continue reading ପୋଷ୍ଟ ଅଫିସରେ ପୁଣି ଝୁଲିଲା ତାଲା, ଅଫିସ୍ ବାରଣ୍ଡାରେ ବସିଲେ ଜମାକାରୀ