Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବନ୍ୟା ସ୍ଥିତି ନେଇ ସଚିବାଳୟରେ ଉଚ୍ଚ ସ୍ଥରୀୟ ବୈଠକ

14/10/2018 at 2:51 PM

ଭୁବନେଶ୍ୱର ୧୪/୧୦ : ବନ୍ୟା ସ୍ଥିତି ନେଇ ସଚିବାଳୟରେ ଉଚ୍ଚ ସ୍ଥରୀୟ ବୈଠକ ହୋଇଛି | ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ | ବନ୍ୟା ପ୍ରଭାବିତ ଲୋକଙ୍କ ଥଇଥାନ ଓ ରିଲିଫ ନେଇ ବୈଠକରେ ଆଲୋଚନା ହୋଇଛି | ବୈଠକରେ ଏସଆରସି, ଗୃହ ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ | ତିତିଲି ପରେ ଯେଭଳି ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି କିଭଳି ଭାବରେ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଲାକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ଏବଂ ସେମାନଙ୍କୁ ଥଇଥାନ କରାଯିବ, ରିଲିଫ ସେମାନଙ୍କ ପାଖେ ଠିକ ଭାବେ ପହଁଚୁଛି ନା ନାହିଁ ସେ ନେଇ ବୈଠକରେ ଆଲୋଚନା ହୋଇଛି | ତିତିଲି ପ୍ରଭାବରେ ମୁଖ୍ୟତଃ ୩ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି | ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଲା ଅଧିକ କ୍ଷୟଗ୍ରସ୍ତ ହୋଇଛି |

   Related Posts