ସୁଆର ଓ ମହାସୁଆର ନିଯୋଗର ସମ୍ଭାବ୍ୟ ତାଲିକା ପ୍ରସ୍ତୁତ, ଖୁବ୍ ଶୀଘ୍ର ନିଯନ୍ତ୍ରଣ ହେବ ମହାପ୍ରସାଦ ଦର

ପୁରୀ ୧୭/୦୮: ଶ୍ରୀମନ୍ଦିରରେ ଅବଢ଼ା (ଶଙ୍ଖୁଡ଼ି ମହାପ୍ରସାଦ) ଦର ନିର୍ଦ୍ଧାରଣରେ ଆସିପାରେ ଶୃଙ୍ଖଳା । ଆସନ୍ତା ପରିଚାଳନା କମିଟିରେ ହୋଇପାରେ ଦର ନିର୍ଦ୍ଧାରଣ ଆଲୋଚନା । ଶ୍ରୀମନ୍ଦିର ପ୍ରଶାସନ କହିବା ପରେ ସୁଆର, ମହାସୁଆର ନିଯୋଗ ଅବଢ଼ା ଦର ନିର୍ଦ୍ଧାରଣ ନେଇ ଏକ ପ୍ରାକ୍‌ ତାଲିକା ପ୍ରସ୍ତୁତ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛି । ସୂଚନାଥାଉକି, ବାସୁମତି, ଜିରା ରାଇସ୍‌, କାନିକା, ଖେଚେଡ଼ି, ଡାଲି, ବେସର, ମହୁର, ପୋଟଳ ରସା, ସାଗ, ସୋଲାବୁଟ ତରକାରୀ, ଖଟା, ଖିରୀ … Continue reading ସୁଆର ଓ ମହାସୁଆର ନିଯୋଗର ସମ୍ଭାବ୍ୟ ତାଲିକା ପ୍ରସ୍ତୁତ, ଖୁବ୍ ଶୀଘ୍ର ନିଯନ୍ତ୍ରଣ ହେବ ମହାପ୍ରସାଦ ଦର