ସମ୍ଭାବ୍ୟ ବାତ୍ୟା: ପରିସ୍ଥିତି ଦେଖି ନିଆଯିବ ପଦକ୍ଷେପ କହିଲେ ସ୍ୱତନ୍ତ୍ର ରିଲିଫ କମିଶନର

Published By : Prameya-News7 Bureau | October 18, 2022 IST

ଭୁବନେଶ୍ୱର ୧୮/୧୦: ସମ୍ଭାବ୍ୟ ବାତ୍ୟା ପାଇଁ ଆଗାମୀ ପରିସ୍ଥିତି ଦେଖି ନିଆଯିବ ଆଶୁ ପଦକ୍ଷେପ। ଏନେଇ ରାଜ୍ୟ ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଛନ୍ତି। ଏବେ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ପାଇଁ ଦୀପାବଳି ଛୁଟି ବାତିଲ ହୋଇପାରେ। ଅନ୍ୟପଟେ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.