WTCରେ ରାହାଣେଙ୍କ ଜବରଦସ୍ତ ପ୍ରଦର୍ଶନ, ଭୂରି ଭୂରି ପ୍ରଶଂସା କଲେ ରିକି ପଣ୍ଟିଂ

ମୁମ୍ବାଇ ୧୦।୦୬ : ଦୀର୍ଘ ଦିନ ପରେ ରାହାଣେ ଟେଷ୍ଟ ଟିମ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି । ବିଶ୍ୱ ଚମ୍ପିଆନ୍‌ସିପ୍‌ ଫାଇନାଲ ମ୍ୟାଚ୍‌ରେ ଭାରତ ପାଇଁ ସାଜିଥିଲେ ସଙ୍କଟମୋଚକ। ରାହାଣେଙ୍କ ଅର୍ଦ୍ଧଶତକୀୟ ପାରି ବଳରେ ହିଁ ଭାରତ ଫଲୋଅନ୍‌ ଏଡାଇବାର ସକ୍ଷମ ହୋଇଛି । ଆଉ ଏବେ ରାହାଣେଙ୍କୁ ପ୍ରଶଂସା ପୋତି ଦେଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍‌ର ସବୁଠାରୁ ସଫଳତମ ଅଧିନାୟକ । Stepping up with the #WTC23 mace on the line 👊 The significance … Continue reading WTCରେ ରାହାଣେଙ୍କ ଜବରଦସ୍ତ ପ୍ରଦର୍ଶନ, ଭୂରି ଭୂରି ପ୍ରଶଂସା କଲେ ରିକି ପଣ୍ଟିଂ