ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଅପରାଜିତା ଷଡ଼ଙ୍ଗୀକୁ ନେଇ ରାଜନୈତିକ ପାଣିପାଗ ସରଗରମ ,କେଉଁ ଦଳରେ ଯୋଗଦେବେ ବୋଲି ବଡ଼ ପ୍ରଶ୍ନବାଚୀ

17/11/2018 at 4:19 PM

 

ଭୁବନେଶ୍ଵର;୧୭/୧୧- ଆଇଏସ ଅପରାଜିତା ଷଡ଼ଙ୍ଗୀକୁ ନେଇ ବେଶ ଚର୍ଚ୍ଚା । ତାଂକ ଇଛାକୃତ ଅବସର ଆବେଦନକୁ ସ୍ଵୀକୃତି ମିଳିବା ପରେ ଯୋର ଧରିଛି ରାଜନୀତି । ଅପରାଜିତା ଅବସର ନେବା ପରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଯୋର ଧରିବା ପରେ ରାଜନୈତିକ ପାଣିପାଗ ସରଗରମ ହୋଇପଡ଼ିଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି,ବିଜେଡ଼ି ଓ ବିଜେପି ମଧ୍ୟରେ ଆଇଏସ ଆଇପିଏସଂକୁ ଦଳରେ ସାମିଲ କରିବାକୁ ନେଇ ପ୍ରତିଯୋଗିତା ଚାଲିଛି ।ସେମାନଂକୁ ନେଇ ଉଭୟ ଦଳ ରାଜନୀତି କରୁଥିବାବେଳେ ଆମେ ସାଧାରଣଲୋକଂକୁ ନେଇ ରାଜନୀତି କରୁଛୁ । ସେପଟେ ବିଜେପି କହିଛି ,ଅପରାଜିତା ଦଳରେ ମିଶିବାନେଇ ଆବେଦନ କଲେ ନିଶ୍ଚୟ ସ୍ଵାଗତ କରିବୁ । ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଅପରାଜିତା ମିଶୁଛନ୍ତି ବୋଲି କହିଛନ୍ତି ବିଧାୟକ ପ୍ରଦୀପ ପୁରୋହିତ । ସେପଟେ ବିଜେଡ଼ି କହିଛି ,ଅପରାଜିତା ଦଳରେ ମିଶିବାକୁ ଆବେଦନ କଲେ ବିଚାରକୁ ନିଆଯିବ ।

   Related Posts