ଚାଷୀଙ୍କୁ ଇନପୁଟ ସବସିଡି ନେଇ ରାଜନୈତିକ ବୟାନବାଜି, ବିରୋଧୀ କହିଲେ- ଆଗ ଚାଷୀଙ୍କ ଠାରୁ ଧାନ କିଣ ତାପରେ ପ୍ରହସନ କର

Published By : Prameya-News7 Bureau | December 08, 2024 IST

ଭୁବନେଶ୍ବର ୮।୧୨: ରାଜ୍ୟ ସରକାର ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ ସବସିଡି ଦେବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏବେ ଧାନ କିଣା ହୋଇନି ଟଙ୍କା କାହାକୁ ଦେଉଛନ୍ତି ବୋଲି ପ୍ରହସନ କରିଛି ବିଜେଡି । ଆଗ ଚାଷୀଙ୍କ ଠାରୁ ଧାନ କିଣା ତାପରେ ଏ ପ୍ରହସନ କର ବୋଲି ବିଜେଡି କହିଛି । 

ସେପଟେ କଂଗ୍ରେସ କହିଛି ଗତ ବର୍ଷ ଏ ସମୟ ବେଳକୁ ୩୦ରୁ ୪୦ ପ୍ରତିଶତ ଧାନ କିଣା ସରିଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଅନେକ ସ୍ଥାନରେ ମଣ୍ଡି ଖୋଲିନି । ତାହାଲେ  ରାଜ୍ୟ ସରକାର ୩୧୦୦ ଟଙ୍କା କାହାକୁ ଦେବେ । ଦଲାଲ ମାନଙ୍କୁ ଦେବେ କିନ୍ତୁ ଚାଷୀ ମାନେ ଲାଭ ପାଇବେନି ।


You Can Read:

OCA ଟିମ୍ ଚୟନ କମିଟି ବିରୁଦ୍ଧରେ ଅଭିଯୋଗ, ରଣଜୀ ଖେଳାଳି ସୂର୍ଯ୍ୟକାନ୍ତ କହିଲେ- ଭଲ ଫର୍ମରେ ଥାଇ ବି କଟିଛି ନାଁ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.