ଖଲ୍ଲିକୋଟରେ ରାଜନୈତିକ ହିଂସା, ୪ ଗୁରୁତର

Published By : Prameya-News7 Bureau | May 15, 2024 IST

ଖଲ୍ଲିକୋଟ: ଦୁଇ ରାଜନୈତିକ ଗୋଷ୍ଠିଙ୍କ ମଧ୍ୟରେ ମୁହାଁମୁହିଁ । ଏଥିରେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ଶ୍ରୀକୃଷ୍ଣ ଶରଣପୁର ହନୁମାନ ମନ୍ଦିର ନିକଟରେ। 

ଏମିତିକି ଖଣ୍ଡାରେ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି। କୁହାଯାଉଛି ୨୦ରୁ ଉର୍ଦ୍ଧ୍ବ ଆକ୍ରମଣକାରୀ ସଂଘବଦ୍ଧ ଭାବରେ ଆକ୍ରମଣ କରିଛନ୍ତି। ୪ ଗୁରୁତରଙ୍କୁ ଖଲ୍ଲିକୋଟରେ ପ୍ରାଥମିକ ଚିକିତ୍ସା ପରେ MKCG  ସ୍ତାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.