ୱାରେଣ୍ଟିକୁ ଗିରଫ କରିବାକୁ ଯାଇ ପୋଲିସ ହଟହଟା
14/05/2018 at 7:59 AM

ସୁନ୍ଦରଗଡ ହାତୀବାରି ଥାନା ବନେଇଲତା ଗାଁକୁ ଯାଇଥିଲା ପୋଲିସ
ଥାନା ଅଧିକାରୀଙ୍କ ସହ ୭ ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ
ଏହାସହ ଗ୍ରାମବାସୀଙ୍କ ଦ୍ବାରା ପୋଲିସ ଗାଡି ଭଙ୍ଗାରୁଜା
ଗାଡି ଭଙ୍ଗାରୁଜା ଘଟଣାରେ କୁଆଁରମୁଣ୍ଡା ଫାଣ୍ଡିରେ ୨୫ ଅଟକ
ବିଳମ୍ବିତ ରାତିରେ ଗାଁକୁ ଯାଇଥିଲା ପୋଲିସ