ମଦ ମାଫିଆଙ୍କ ଆକ୍ରମଣ ପ୍ରତିବାଦରେ ଥାନା ଘେରାଉ
12/06/2018 at 4:44 AM

ଆନନ୍ଦପୁର ସୋସ ଥାନା ଘେରିଲେ ମହିଳା । ମହିଳା ଓ ତାଙ୍କ ସ୍ବାମୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ ପ୍ରତିବାଦରେ ରାତି ୨ଟାରୁ ଥାନା ଘେରାଉ କରିଛନ୍ତି ପଢିଆରିପଲ୍ଲୀ ଗାଁର ୫୦ରୁ ଅଧିକ ମହିଳା । ଗତକାଲି ଗାଁରେ ମଦ ବିରୋଧୀ ଆନ୍ଦୋଳନ ଓ ରାଲି ବେଳେ ମହିଳା ଓ ତାଙ୍କ ସ୍ବାମୀ ମଦ ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ ।