ବେଆଇନ୍‌ ବାଣ ଦୋକାନ ଉପରେ ଚଢ଼ାଉ, ବିପୁଳ ପରିମାଣର ବାଣ ଜବତ

Published By : Prameya-News7 Bureau | October 23, 2022 IST

ନିଶ୍ଚିନ୍ତକୋଇଲି, ୨୩/୧୦: ଅସୁରେଶ୍ବର ଅଂଚଳରେ ବେଆଇନ ବାଣ ଦୋକାନ ଉପରେ ଚଢ଼ାଉ କରିଛି ପୋଲିସ୍‌ । ନିଶ୍ଚିନ୍ତକୋଇଲି ପୋଲିସ ଚଢ଼ାଉ କରିବା ସହ ବିପୁଳ ପରିମାଣର ବାଣ ଜବତ କରିଛି । ଏଥିସହ ବାଣ ଦୋକାନୀକୁ ଅଟକ ରଖିଛି ପୋଲିସ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.