ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବେଆଇନ୍‌ ବାଣ ଦୋକାନ ଉପରେ ଚଢ଼ାଉ, ବିପୁଳ ପରିମାଣର ବାଣ ଜବତ

23/10/2022 at 10:41 PM

ନିଶ୍ଚିନ୍ତକୋଇଲି, ୨୩/୧୦: ଅସୁରେଶ୍ବର ଅଂଚଳରେ ବେଆଇନ ବାଣ ଦୋକାନ ଉପରେ ଚଢ଼ାଉ କରିଛି ପୋଲିସ୍‌ । ନିଶ୍ଚିନ୍ତକୋଇଲି ପୋଲିସ ଚଢ଼ାଉ କରିବା ସହ ବିପୁଳ ପରିମାଣର ବାଣ ଜବତ କରିଛି । ଏଥିସହ ବାଣ ଦୋକାନୀକୁ ଅଟକ ରଖିଛି ପୋଲିସ୍‌ ।

   Related Posts