vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଆନ୍ଧ୍ରରୁ ଆସି ଚୋରାରେ ରଖାଯାଇଥିଲା ବିସ୍ଫୋରକ, ଜଣଙ୍କ ଘରୁ ଜବତ ହେଲା ୩ ପେଟି ଡିନାମାଇଟ୍

4/02/2021 at 12:27 PM

ସୋର ୦୪।୦୨: ବିପୁଳ ପରିମାଣର ଡିନାମାଇଟ୍‌ ଜବତ ହୋଇଛି । ବାଲେଶ୍ୱ ଜିଲ୍ଲା ସୋର ବାଗୁଡରେ ଖଞ୍ଜାମାହେଲ ଖାଦନରୁ ଜବତ ହୋଇଛି । ସେପଟେ ଡିନାମାଇଟ୍‌ ରଖିଥିବା ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି ।

ଖବର ଅନୁଯାୟୀ, ସୋର ବାଗୁଡି ଖଞ୍ଜାମାହେଲ ଖାଦାନରେ ବେଆଇନ ଭାବେ ଡିନାମାଇଟ୍‌ ବ୍ୟବହୃତ କରାଯାଉଥିବା ଅଭିଯୋଗ ଆସିଥିଲା । ଯାହାପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଆକ୍ସନମୋଡକୁ ଆସିଯାଇଥିଲା । ଆନ୍ଧ୍ରପ୍ରଦେଶରୁ ବେଆଇନ୍‌ ଭାବେ ୩ ପେଟିରେ ଡିଜିଟାଲ ଡିନାମାଇଟ୍‌ ଚୋରାରେ ଆଣି ରଖାଯାଇଥିଲା ।

୮୮ନଂ ଖାଦାନର ମାଲିକ ଅରବିନ୍ଦ ସାହୁଙ୍କ ଗଚ୍ଛିତ ରଖାଯାଇଥିବାରୁ ଉପ-ଜିଲ୍ଲାପାଳ, ସୋର ତହସିଲଦାର ଅଶୋକ ଦାସ ମିଳିତ ଭାବେ ଚଢାଉ କରିଥିଲେ ଏବଂ ସମସ୍ତ ୩ ପେଟି ଡିନାମାଇଟ୍‌କୁ ଜବତ କରି ସୋର ଥାନାକୁ ହସ୍ତାନ୍ତର ହୋଇଛି । ଏବଂ ଅରବିନ୍ଦ ସାହୁଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।  

   Related Posts