ମାଞ୍ଜା ସୂତାକୁ ନେଇ ତତ୍ପର ପୋଲିସ୍‌, ଗୁଡ଼ି ଦୋକାନରେ ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ, ୪ ଜଣ ଗିରଫ

Published By : Prameya-News7 Bureau | December 27, 2021 IST

କଟକ, ୨୭/୧୨: ମାଞ୍ଜା ସୂତା ଅଘଟଣ ପରେ କମିଶନରେଟ୍‌ ପୋଲିସ୍‌ର ତତ୍ପରତା । ବିଭିନ୍ନ ଦୋକାନରେ ଚଢ଼ାଉ କରି କମିଶନରେଟ୍‌ ପୋଲିସ୍‌ ଗୁଡ଼ି ସାମଗ୍ରୀ ଜବତ କରିଛି । ଏଥିରେ ୪୮୦ଟି ଗୁଡ଼ି, ନଟେଇ ଏବଂ ୧୨ ମଞ୍ଜା ସୂତା ଜବତ କରାଯାଇଥିବା ବେଳେ ୪ ଜଣଙ୍କୁ କମିଶନରଟ୍‌ ପୋଲିସ୍‌ ଗିରଫ କରିଥିବା ଜଣାପଡ଼ିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.