oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବେଧଡ଼କ ଚାଲିଥିଲା ମୋରମ ଚୋରାଚାଲାଣ ; ତହସିଲ ଓ ପୋଲିସର ମିଳିତ ଚଢାଉ, ଜେସିବି ଜବତ ସହ ଡ୍ରାଇଭର ଅଟକ

3/02/2021 at 9:43 AM

ଢେଙ୍କାନାଳ ୦୩।୦୨: ବେଆଇନ୍‌ ମୋରମ ଖାଦାନରେ ଚଢାଉ । ଜେସିବି ମେସିନ ଜବତ ସହ ଡ୍ରାଇଭର ଅଟକ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ତହସିଲ ପକ୍ଷରୁ ଚଢାଉ କରାଯାଇଛି ।

ଖବର ଅନୁଯାୟୀ,  ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ ବାଲିଝାଟି ଗାଁ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ କଡ଼ରେ ବେଧଡକ ଭାବେ ଚାଲିଛି ମୋରମ ଖନନ। ନିର୍ମାଣ ଚାଲିଥିବା ରେଲଓ୍ବେ କାର୍ଯ୍ୟପାଇଁ ଏଠାରୁ ଶହଶହ ଟ୍ରିପ ମୋରମ ଚାଲାଣ ହେଉଛି। ଏସଂପର୍କରେ ଖବର ପାଇ ଭୁବନ ତହସିଲ ଓ ଭୁବନ ପୋଲିସ ମିଳିତ ଭାବରେ ମୋରମ ଖାଦାନରେ ଚଢାଉ କରିଥିଲେ ।

ଘଟଣାସ୍ଥଳରୁ ମୋରମ ବୋଝେଇ ହାଇୋ୍ୱା ଦ୍ରୁତ ଗତିରେ ଖସି ପଳାଇଥିବା ବେଳେ ଜେସିବି ମେସିନ୍‌କୁ ଧରିବାର ସକ୍ଷମ ହୋଇଛି ପୋଲିସ । ଏହାସହିତ ଜେସିବି ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଜାରି ରହିଛି ।  ଭୁବନ ତହସିଲ  ଏନେଇ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି ।

   Related Posts