oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଦେହ ବ୍ୟବସାୟ ଆଡ଼ା ଉପରେ ଚଢ଼ାଉ, ମହିଳାଙ୍କ ସମେତ ୯ଜଣ ଗିରଫ

20/09/2019 at 5:07 PM

ଡେହଲୋନ୨୦|୯: ଡେହଲୋନ ଥାନା ଅଞ୍ଚଳରେ ଏକ ବଡ଼ ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଛି। ଡେହଲୋନ ଆଲମଗିରୀ ଅଞ୍ଚଳରେ ଗୋଟେ ଘରେ ସେକ୍ସ ରାକେଟ ଚାଲିଥିଲା। ଅଚାନକ ସେକ୍ସ ରାକେଟ ଉପରେ ଚଢ଼ାଉକରି ମହିଳାଙ୍କ ସମେତ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀ କରି ଥାନା ଅଧିକାରୀ ମନଜିତ କୌର ଘଟଣା ସଂପର୍କରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ସାୟାନ ଗାଁର କଲା ଚୌକିଠାରେ ପୋଲିସର ଏକ ଟିମ ଯାଞ୍ଚ କରିବା ସମୟରେ ଜଣେ ଲୋକ ସେକ୍ସ ରାକେଟ ସଂପର୍କରେ ସୂଚନା ଦେଇଥିଲେ। କମଲଜିତ କୌରଙ୍କ ପତ୍ନୀ ଟେହଲ ସିଂହ ନିଜ ଘରେ ସେକ୍ସ ରାକେଟ ଚଳାଉଥିଲେ। ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

ପୋଲିସର ସୂଚନା ମୁତାବକ,  ଦୀର୍ଘଦିନ ହେଲା କମଲଜିତ କୌରଙ୍କ ପତ୍ନୀ ନିଜ ଘରେ ଦେହ ବ୍ୟବସାୟ କରୁଥିଲା। ପୋଲିସ ଚଢ଼ାଉ କରି ଘଟଣାସ୍ଥଳରୁ ଚାରି ଜଣ ମହିଳାଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଲୁଧିଆନର ନିଶାରାନୀ ,ରମନ ଦେବୀ, ଦୀପା ରାନୀ ଓ ଟେହଲ ସିଂହ। ଏହାସହ ଦୁଇଜଣ ପୁରୁଷ ଗ୍ରାହକ ସୁଖଦେବ ସିଂହ ଓ ମନପ୍ରୀତ ସିଂହକୁ ପୋଲିସ ଗିରଫ  କରିଥିଲା। ଏହାସହ ସେକ୍ସ ରାକେଟର ସଂପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଡେହଲୋନ ଥାନା ଅଧିକାରୀଙ୍କ କହିବା ମୁତାବକ,ମାନବ ଚାଲାଣ ଆଇନର ୧୨୦ବି ଧାରାରେ ମାମଲା ରୁଜୁ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

   Related Posts