ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ରାଇସ୍ ମିଲ୍ ଭିତରେ ବେଆଇନ ଭାଙ୍ଗ କାରଖାନା, ଚଢ଼ାଉ କଲା ପୋଲିସ

1/11/2019 at 9:42 PM

କଳାହାଣ୍ଡି ୧।୧୧: ରାଇସ୍ ମିଲ୍ ଭିତରେ ବେଆଇନ ଭାଗଂ କାରଖାନା ଥିବା ଅଭିଯୋଗ ହୋଇଛି । ଜୁନାଗଡ ପୋଲିସ ଚଢାଉ କରିଛି। ଏସ. କୁଣ୍ଡାମାଲ ଗଣପତି ଏଗ୍ରୋ ରାଇସ ମିଲ ଭିତରେ ବେଆଇନ୍ ଭାଗଂ ଥିବା ଅଭିଯୋଗ ହୋଇଛି । ପୋଲିସ ଚଢାଉରେ ରାଇସ ମିଲ ଭିତରେ ବେଆଇନ୍ ଭାବେ ଭାଗଂ ପ୍ୟାକେଟ ଓ ଭାଗଂ ବସ୍ତା ଗଚ୍ଛିତ ରହିଥିବା ଦେଖିବକୁ ମିଳିଥିଲା ।

ଭାଗଂ ବସ୍ତାଗୁଡିକ ପହେଲି ପ୍ରଧାନଙ୍କ ଜଣାପଡିଥିବା ବେଳେ ଜୁନାଗଡ ଥାନାରେ ତାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟପକ୍ଷରେ ମାଲିକ ଦୁର୍ଗା ନାଏକଙ୍କ ଭୁମିକାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋଦାମ ଖୋଲାଯାଇଛି । ଏନେଇ ଜୁନାଗଡ ପୋଲିସ ସୂଚନା ଦେଇଛି ।

   Related Posts