ରାଇସ୍ ମିଲ୍ ଭିତରେ ବେଆଇନ ଭାଙ୍ଗ କାରଖାନା, ଚଢ଼ାଉ କଲା ପୋଲିସ

Published By : Prameya-News7 Bureau | November 01, 2019 IST

କଳାହାଣ୍ଡି ୧।୧୧: ରାଇସ୍ ମିଲ୍ ଭିତରେ ବେଆଇନ ଭାଗଂ କାରଖାନା ଥିବା ଅଭିଯୋଗ ହୋଇଛି । ଜୁନାଗଡ ପୋଲିସ ଚଢାଉ କରିଛି। ଏସ. କୁଣ୍ଡାମାଲ ଗଣପତି ଏଗ୍ରୋ ରାଇସ ମିଲ ଭିତରେ ବେଆଇନ୍ ଭାଗଂ ଥିବା ଅଭିଯୋଗ ହୋଇଛି । ପୋଲିସ ଚଢାଉରେ ରାଇସ ମିଲ ଭିତରେ ବେଆଇନ୍ ଭାବେ ଭାଗଂ ପ୍ୟାକେଟ ଓ ଭାଗଂ ବସ୍ତା ଗଚ୍ଛିତ ରହିଥିବା ଦେଖିବକୁ ମିଳିଥିଲା ।

wp:gallery {"ids":[177865]} /wp:gallery

ଭାଗଂ ବସ୍ତାଗୁଡିକ ପହେଲି ପ୍ରଧାନଙ୍କ ଜଣାପଡିଥିବା ବେଳେ ଜୁନାଗଡ ଥାନାରେ ତାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟପକ୍ଷରେ ମାଲିକ ଦୁର୍ଗା ନାଏକଙ୍କ ଭୁମିକାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋଦାମ ଖୋଲାଯାଇଛି । ଏନେଇ ଜୁନାଗଡ ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.