oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ହୋଟେଲରେ ଦେହ ବ୍ୟବସାୟ ଡିଲ୍‌ର ପର୍ଦ୍ଦାଫାସ୍ ପରେ ତୁରନ୍ତ ଆକ୍ସନ, ପୋଲିସର ରେଡ୍

13/12/2019 at 2:52 PM

ବାଲେଶ୍ବର ୧୩।୧: ନ୍ୟୁଜ୍ ୭ର ଅପରେସନ ୧୫-୬୦-୩୬୦ ପରେ ପୋଲିସର ତୁରନ୍ତ ଆକ୍ସନ । ବାଲେଶ୍ବର ଜିଲ୍ଲା ତାଳସାରି ସମୁଦ୍ର ବେଳାଭୂମିରେ ଥିବା ହୋଟେଲରେ ପୋଲିସ ଛାପା ମାରିଛି । ଏସବୁ ହୋଟେଲରେ କେମିତି ରୂପଜୀବୀମାନେ ଖୁଲମଖୁଲା ବେପାର ଚଳାଇଛନ୍ତି, କିଭଳି ହୋଟେଲ ମ୍ୟାନେଜର ଡିଲ୍ କରୁଛନ୍ତି ଏହି କାରମାନାର ରହସ୍ୟ ଫିଟାଇଛି ନ୍ୟୁଜ୍ ୭ ।

ବର୍ଷ ବର୍ଷ ଧରି କାରବାର ଚାଲିଛି, ସ୍ଥାନୀୟ ବାସିନ୍ଦା ଜାଣିଛନ୍ତି ହେଲେ ପୋଲିସ ଏସବୁ ଜାଣିନି । ନ୍ୟୁଜ୍ ୭ ରେ ଏହି ଖବର ପ୍ରସାରଣ ପରେ ପୋଲିସ ରେଡ୍ କରିଛି । ତେବେ ହୋଟେଲରୁ ଦେହଜୀବୀମାନେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । କାହାରିକୁ ଆପତ୍ତିଜନକ ସ୍ଥିତିରେ ପାଇନଥିବା ପୋଲିସ କହିଛି ।

   Related Posts