ଲାଞ୍ଚୁଆ ଥାନା ବାବୁଙ୍କୁ ଦଣ୍ଡାଦେଶ, ୪ବର୍ଷ ଜେଲ୍ ସହ ୩ ହଜାର ଟଙ୍କା ଜରିମାନା
29/09/2023 at 5:08 PM

କେନ୍ଦୁଝର ୨୯।୯: ଲାଞ୍ଚୁଆ ଥାନା ବାବୁଙ୍କୁ ଜେଲ୍ ଦଣ୍ଡ । କେନ୍ଦୁଝର ବାରିଆ ଥାନା ତତ୍କାଳୀନ ଓଆଇସି କାଳୁ ଚରଣ ସ୍ୱାଇଁଙ୍କୁ ୪ବର୍ଷ ଜେଲ୍ । ଜେଲ୍ ଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦଣ୍ଡାଦେଶ ଶୁଣାଇଛନ୍ତି ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ।
ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ଏକ ମାମଲାର ରଫାଦଫା କରିବାକୁ ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ।
You Can Read :
Related Posts
ବିଜୟ ଶଙ୍କରଙ୍କ ଆବେଦନ ଖାରଜ, ବିବାହ କରି ପାରିବେନି ଯୁବ ବିଧାୟକ
5 December 2023
ରାଜ୍ୟ କ୍ୟାବିନେଟ୍ର ୬୮ ତମ ବୈଠକ: ୧୦ ପ୍ରସ୍ତାବ ଉପରେ ବାଜିଲା ମୋହର
5 December 2023