ନକ୍ସଲ ସୁରକ୍ଷାକର୍ମୀ ଗୁଳିବିନିମୟ ; ୧୪ ମାଓବାଦୀ ନିହତ

Published By : Prameya-News7 Bureau | April 22, 2018 IST

ମହାରାଷ୍ଟ୍ର ଗାଡ଼ଚିରୋଲୀ ବୋରିଆ ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ଗୁଳିବିନିମୟରେ ୧୪ ମାଓବାଦୀ ନିହତ ଘଟଣାସ୍ଥଳରୁ ବହୁ ବିସ୍ଫୋରକ ଓ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ ଜବତ ସର୍ଚ୍ଚ ଅପରେସନ ଜାରି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.