ନକ୍ସଲ ସୁରକ୍ଷାକର୍ମୀ ଗୁଳିବିନିମୟ ; ୧୪ ମାଓବାଦୀ ନିହତ
22/04/2018 at 10:13 AM

ମହାରାଷ୍ଟ୍ର ଗାଡ଼ଚିରୋଲୀ ବୋରିଆ ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ
ଗୁଳିବିନିମୟରେ ୧୪ ମାଓବାଦୀ ନିହତ
ଘଟଣାସ୍ଥଳରୁ ବହୁ ବିସ୍ଫୋରକ ଓ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ ଜବତ
ସର୍ଚ୍ଚ ଅପରେସନ ଜାରି
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023