ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ
17/05/2018 at 11:42 AM

ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ
ଏସ୍ଓଜି ଓ ଆନ୍ଧ୍ର ଗ୍ରେହଣ୍ଟର ମିଳିତ ଅପରେସନ
ଚିତ୍ରୋକଣ୍ଡା ଜୋଡାଆମ୍ବ ପଞ୍ଚାୟତ ଅନ୍ତର୍ଗତ ସିମିଳିପଦର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ
ପୋଲିସ ଗୁଳିରେ ୪ ମାଓବାଦୀ ମୃତ ସୂଚନା
ମୃତକଙ୍କ ମଧ୍ୟରେ ଟପ୍ ମାଓବାଦୀ ନେତା ଆର୍କେ ଥିବା ସୂଚନା
ସୀମାରେ ଏବେବି ଗୁଳି ବିନିମୟ ଜାରି
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023