oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

କୋରାପୁଟରେ ପୋଲିସ-ଅପରାଧୀ ମଧ୍ୟରେ ଗୁଳିବିନିମୟ ; ଜଣେ ଗିରଫ

11/09/2018 at 1:25 PM

କୋରାପୁଟ ୧୧|୯:   ପୋଲିସ-ଅପରାଧୀ ମଧ୍ୟରେ ଗୁଳିବିନିମୟ । ଜୟପୁର ପୁରୁଣାଗଡ ବାଇପାସ୍ ନିକଟରେ ଗୁଳି ବିନିମୟ ହେ।ଇଛି । ଜଣେ ଅପରାଧୀକୁ କାବୁ କରିଛି ପୋଲିସ । ଧରା ପଡିଥିବା ଅପରାଧୀ ହେଲେ ଶିବ ଶଙ୍କର ପାଣିଗ୍ରାହୀ । ଶିବ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି । ଅନ୍ୟଜଣେ ଘଟଣାସ୍ଥଳରୁ ଫେରାର ହେ।ଇଯାଇଛି । ଶିବ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଓ ଗୁଳି ଜବତ କରିଛି ପେ।ଲିସ । ଗତ ଅଗଷ୍ଟ  ୧୮ ତାରିଖରେ ସ୍ଥାନୀୟ ଗୋପବନ୍ଧୁ ନଗରରେ ଶିବଙ୍କ ସହ ଆଉ ୨ ସହଯୋଗୀ ଡକାୟତି ଉଦ୍ୟମ କରିଥିଲେ । ଖବର ପାଇ ପୋଲିସ  ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହେ।ଇଥିଲା ।

   Related Posts