ପୋଲିସ୍ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ, ଶୁଣନ୍ତୁ
4/12/2020 at 9:19 AM

ଘଟଗାଁ୪/୧୨: କେନ୍ଦୁଝରରେ ପୋଲିସ ଓ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ। ବିଭିନ୍ନ ସମୟରେ ବିଭିନ୍ନ ଘଟଣାକୁ ନେଇ ସବୁବେଳେ ବିବାଦରେ ରହି ଆସିଛି କେନ୍ଦୁଝର ପୋଲିସ। ଆଉ ସତେ ଯେମିତି ବିବାଦ ଓ ଅପବାଦ କେନ୍ଦୁଝର ପୋଲିସର ପିଛା ଛାଡୁ ନାହିଁ। ଥାନା ଭିତରେ ପୋଲିସର ଥାର୍ଡ ଡିଗ୍ରୀ ହେଉ କି କାହାକୁ ଲଙ୍ଗଳା କରି ମାଡ ମାରି ଭିଡିଓ ଭାଇରାଲ କରି ମାନବାଧିକାର କମିଶନରଙ୍କ ଠାରୁ ଭର୍ସନା ପାଇବା ସହ ସସ୍ପେଣ୍ଡ୍ ହେବା ହେଉ କି, ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧାର ପଡିବା ହେଉ ସବୁବେଳେ କେନ୍ଦୁଝର ପୋଲିସ ନାଁ ରହିଛି। ସେହିପରି ନିକଟରେ ହରିଚନ୍ଦନପୁର ଥାନାର ଜଣେ କନେଷ୍ଟବଳ ଜୁଆ ଆଡ୍ଡା ମାଲିକଙ୍କ ସହ କଥାବାର୍ତ୍ତାର ହେବାର ଅଡିଓ କଲ ଭାଇରାଲ ହେଉଛି, ଶୁଣନ୍ତୁ….
Related Posts
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023
ବେଆଇନ୍ ଭାବେ ଟ୍ରକ୍ ଜବତ କରି ୬୦ ହଜାର ତଣ୍ଡ ଗଣିଲା ଫାଇନାନ୍ସ କମ୍ପାନୀ
31 January 2023
ଗାଡି ପଛରେ ହନୁମାନଙ୍କୁ ବାନ୍ଧିନେଲେ, ଭାଇରାଲ ହେଲା ଭିଡିଓ
31 January 2023