ମାତିଲେ ଲାଲବାହିନୀ, ଇନଫର୍ମର ସନ୍ଦେହରେ ହତ୍ୟା ପରେ ଛାଡି ଚାଲିଗଲେ ପୋଷ୍ଟର
19/08/2022 at 9:52 AM

ନୂଆପଡା ୧୯/୦୮: ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଢୋକୁନପାନି ଗାଁ ପାଖରେ ଅଘଟଣ । ପୋଲିସ ଇନଫରମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ । କେବଳ ସେତିକି ନୁହେଁ ମୃତ ଶରୀର ନିକଟରେ ପୋଷ୍ଟର ଛାଡି ଚାଲି ଯାଇଥିବା ସୁଚନା ଦେଇଛନ୍ତି ନୂଆପଡା ଏସପି ।
ମୃତକ ହେଉଛନ୍ତି ଢେକୁନପାନି ଗାଁର । ସେ ଦୀର୍ଘଦିନ ଧରି ପଡୋଶୀ ଛତିଶଗଡ଼ ନଗରାର ଗାଁରେ ରହୁଥିଲେ । ଏବେ କିଛିମାସ ହେବ ପୁଣି ଆସି ଢେକୁନପାନିରେ ରହୁଥିଲେ । ତେବେ ଗତକାଲି ରାତିରେ ତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଏବେ ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023