କଳାହାଣ୍ଡି ଗସ୍ତରେ ପୋଲିସ ଡିଜି ଅଭୟ: ମାଓ ଗତିବିଧି ନେଇ ସମୀକ୍ଷା ବୈଠକ, ଯୋଗଦେଲେ ବରିଷ୍ଠ ଅଧିକାରୀ ସମେତ ୩ଜିଲ୍ଲାର ଏସ୍‌ପି

Published By : Prameya-News7 Bureau | February 22, 2020 IST

କଳାହାଣ୍ଡି ୨୨।୦୨: କଳାହାଣ୍ଡି ଜିଲ୍ଲା ଗସ୍ତରେ ପୋଲିସ ଡିଜି । ଭବାନୀପାଟଣା ରିଜର୍ଭ ପୋଲିସ ନିକଟରେ ମାଓ ସମୀକ୍ଷା ବୈଠକ । ବରିଷ୍ଠ ଅଧିକାରୀମାନେ ବୈଠକେରେ ସାମିଲ । କଳାହାଣ୍ଡି ସୀମାନ୍ତ ଜିଲ୍ଲାର ଏସ୍‌ପିମାନେ ମଧ୍ୟ ବୈଠକରେ ସାମିଲ ରହିଛନ୍ତି ।

{"id":227530,"sizeSlug":"large"}

ସୂଚନାଯୋଗ୍ୟ ଯେ,  ଭବାନୀପାଟଣା ରିଜର୍ଭ ପୋଲିସ ଠାରେ କଳାହାଣ୍ଡି,କନ୍ଧମାଳ ଓ ରାୟଗଡା ଜିଲ୍ଲାର ମାଓ ସମୀକ୍ଷା ବୈଠକ ହୋଇଛି । ବୈଠକରେ ପୋଲିସ ଡିଜି ଅଭୟ,ଦକ୍ଷିଣ -ପଶ୍ଚିମଚଂଳ ଡିଆଇଜି ସଫିନ ଅହମ୍ମଦ, ଗୁଇନ୍ଦା ଡିଜି ସତ୍ୟଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଅଛନ୍ତି । ସେହିପରି ବୈଠକରେ କଳାହାଣ୍ଡି,କନ୍ଧମାଳ ଓ ରାୟଗଡା ଏସପି ମଧ୍ୟ ସାମିଲ ଅଛନ୍ତି । ମାଓ ଗତିବିଧି ଓ ମାଓ ଦମନରେ ନେଇ ବୈଠକରେ ଆଲୋଚନା ହେବାର ସମ୍ଭାବନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.