scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଳାହାଣ୍ଡି ଗସ୍ତରେ ପୋଲିସ ଡିଜି ଅଭୟ: ମାଓ ଗତିବିଧି ନେଇ ସମୀକ୍ଷା ବୈଠକ, ଯୋଗଦେଲେ ବରିଷ୍ଠ ଅଧିକାରୀ ସମେତ ୩ଜିଲ୍ଲାର ଏସ୍‌ପି

22/02/2020 at 10:36 AM

କଳାହାଣ୍ଡି ୨୨।୦୨: କଳାହାଣ୍ଡି ଜିଲ୍ଲା ଗସ୍ତରେ ପୋଲିସ ଡିଜି । ଭବାନୀପାଟଣା ରିଜର୍ଭ ପୋଲିସ ନିକଟରେ ମାଓ ସମୀକ୍ଷା ବୈଠକ । ବରିଷ୍ଠ ଅଧିକାରୀମାନେ ବୈଠକେରେ ସାମିଲ । କଳାହାଣ୍ଡି ସୀମାନ୍ତ ଜିଲ୍ଲାର ଏସ୍‌ପିମାନେ ମଧ୍ୟ ବୈଠକରେ ସାମିଲ ରହିଛନ୍ତି ।

ସୂଚନାଯୋଗ୍ୟ ଯେ,  ଭବାନୀପାଟଣା ରିଜର୍ଭ ପୋଲିସ ଠାରେ କଳାହାଣ୍ଡି,କନ୍ଧମାଳ ଓ ରାୟଗଡା ଜିଲ୍ଲାର ମାଓ ସମୀକ୍ଷା ବୈଠକ ହୋଇଛି । ବୈଠକରେ ପୋଲିସ ଡିଜି ଅଭୟ,ଦକ୍ଷିଣ -ପଶ୍ଚିମଚଂଳ ଡିଆଇଜି ସଫିନ ଅହମ୍ମଦ, ଗୁଇନ୍ଦା ଡିଜି ସତ୍ୟଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଅଛନ୍ତି । ସେହିପରି ବୈଠକରେ କଳାହାଣ୍ଡି,କନ୍ଧମାଳ ଓ ରାୟଗଡା ଏସପି ମଧ୍ୟ ସାମିଲ ଅଛନ୍ତି । ମାଓ ଗତିବିଧି ଓ ମାଓ ଦମନରେ ନେଇ ବୈଠକରେ ଆଲୋଚନା ହେବାର ସମ୍ଭାବନ ରହିଛି ।

   Related Posts