oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

କଳାହାଣ୍ଡି ଗସ୍ତରେ ପୋଲିସ ଡିଜି ଅଭୟ, ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା

10/04/2020 at 10:56 AM

କଳାହାଣ୍ଡି ୧୦।୦୪: କଳାହାଣ୍ଡି ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ । ଭବାନୀପାଟଣା ରିଜର୍ଭ ପୋଲିସ ଅଫିସରେ ସମୀକ୍ଷା ବୈଠକ ଜାରି ରହିଛି । ଲକ୍‌ଡାଉନ୍‌ ସମୟରେ ଜିଲ୍ଲାରେ କରୋନା ସ୍ଥିତି ନେଇ ସମୀକ୍ଷା କରାଯାଉଛି । ବୈଠକରେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଞ୍ଚନ୍ତି ।

ଶୁକ୍ରବାର ଦିନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କଳାହାଣ୍ଡ ଗସ୍ତରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାରା ରାଜ୍ୟରେ କରେନା ସ୍ଥିତି ନେଇ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ କଳାହାଣ୍ଡିର କିଛି ଅଞ୍ଚଳରେ କଡାକଡି ଭାବେ ଲକ୍‌ଡାଉନ୍‌ ନିୟମକୁ ପାଳନ କରାଯାଉଛି । ତେବେ ଲକ୍‌ଡାଉନ୍‌ ସମୟରେ  ଜିଲ୍ଲାର ଆନଶୃଙ୍ଖଳ ପରିସ୍ଥିତି କିଭଳି ଚାଲିଛି । ସେନେଇ ଭବାନୀପାଟଣା ରିଜର୍ଭ ଅପିସରେ ସମୀକ୍ଷା ବୈଠକ ଜାରି ରହିଛି । ତେବେ ଏହି ବୈଠକରେ ପଶ୍ଚିମ-ଦକ୍ଷିଣାଞ୍ଚଳ DIG ଓ କଳାହାଣ୍ଡି SPଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

   Related Posts