ବଲାଙ୍ଗିରରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା
17/05/2018 at 11:47 AM

ବଲାଙ୍ଗିରରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା
ମାଓବାଦୀ ଦମନ ନୀତି ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା
ମାଓବାଦୀ ଦମନ ଅଭିଯାନ ସଫଳ ହୋଇଛି
ଛତିଶଗଡରୁ ଝାଡଖଣ୍ଡକୁ ଲାଗିଥିବା ମାଓ କରିଡର ଉପରେ କଡା ନଜର ରହିଛି
ମାଓବାଦୀ ଗତିବିଧିରୁ ଜିଲ୍ଲାକୁ ମୁକ୍ତ କରିବା ମୁଖ୍ୟ ଉଦ୍ଦେଶ୍ୟ
ହିଂସାକୁ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ବାନ
ମାଓବାଦୀଙ୍କ ନାଁରେ ଥିବା ପୁରସ୍କାର ରାଶି ସୁରକ୍ଷାବାହିନୀମାନଙ୍କୁ ପ୍ରଦାନ କରାଯିବ