୭୨ ଶୁଆ ଜବତ ଘଟଣା : ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୋଲିସ

ଜଗତସିଂହପୁର ୧୨।୨: ଜଗତସିଂହପୁରରୁ ୭୨ଟି ଶୁଆ ଜବତ ଜବତ ଘଟଣାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି । ରବିବାର ନୂଆପୋଲ ନିକଟରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭୨ଟି ଶୁଆ ଜବତ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ସିଂହାରପୁର ଗାଁର ବରଦା ପ୍ରସନ୍ନ ସାହୁ ଓ ଶଙ୍କର୍ଷଣ ସିଂ । ଏମାନେ ଦୀର୍ଘ ଦିନ ହେଲା ବିଭିନ୍ନ ସ୍ଥାନରୁ … Continue reading ୭୨ ଶୁଆ ଜବତ ଘଟଣା : ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୋଲିସ