ସଡକ ଦୁର୍ଘଟଣାରେ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ
6/05/2018 at 6:24 AM

ସଡକ ଦୁର୍ଘଟଣାରେ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ
ଗଂଜାମ ଜିଲ୍ଲା ଆସିକାରେ ଦୁର୍ଘଟଣା ହୋଇଛି
ମୃତକ ଦିଗପହଣ୍ଡି ଥାନାର କନଷ୍ଟେବଳ ପ୍ରକାଶ ଜେନା
ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା
ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରିଛି
Related Posts
ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି, ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
5 October 2023