କଟକ ୨୯/୭: କଟକ ପେ।ଲିସ ପଞ୍ଝାରେ ସାଇକୋ କିଲର । କଟକ ଟ୍ରିପଲ୍ ମର୍ଡର ଘଟଣାରେ ପୋଲିସକୁ ସଫଳତା ମିଳିଛି । ଅଭିଯୁକ୍ତ ସାଇକୋ କିଲରର ସୂଚନା ପାଇଛି ପୋଲିସ । ତାକୁ ଜିଲ୍ଲା ବାହାରୁ ଧରାଯାଇଛି । ଏବଂ ଏକ ଗୋପନ ସ୍ଥାନରେ ରଖି ପଚରାଉଚରା କରାଯାଉଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ବିଦ୍ଧିବଦ୍ଧ ସୂଚନା ଦିଆଯାଇନି । ଅଭିଯୁକ୍ତ ଜଣେ ମାନସିକ ରୋଗୀ ବେ।ଲି ଜଣାପଡିଛି ।
ସେ କଟକରେ ୩ଜଣଙ୍କୁ ହତ୍ୟା କରିବାରେ ଚାପଡ କିମ୍ବା ଭୂଜାଲି ବ୍ୟବହାର କରିଥିବା ପୋଲିସ ଅନୁମାନ କରୁଛି । ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ ବେ।ଲି ସୂଚନା ଦେଇଛି ପେ।ଲିସ । ସେପଟେ ଗତ କିଛି ଦିନ ତଳେ ୯ ଜଣ ମାନସିକ ରେ।ଗୀଙ୍କୁ SCBରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ଚିହ୍ନଟ କରିସାରିଛି ପେ।ଲିସ । ମାତ୍ର ଜଣେ ରେ।ଗୀଙ୍କ ସମ୍ପର୍କରେ ଖେ।ଜ ଖବର ମିଳିନି । ତେଣୁ ସେହି ବ୍ୟକ୍ତି ହିଁ ସାଇକେ। କିଲର ହୋଇଥାଇପାରେବୋଲି ବେ।ଲି ସୂଚନା ଦେଇଛନ୍ତି ପେ।ଲିସ କମିସନର ।
କଟକରେ ଡିସିପି ପ୍ରେସମିଟ କରିଛନ୍ତି। ସେଥିରେ ଜଣେ ସନ୍ଦିଗ୍ଧକୁ ଅଟକ ରଖି ପୋଲିସ୍ ପଚରାଉଚୁରା କରୁଛି। ସନ୍ଦିଗ୍ଧର ଘର ଗଞ୍ଜାମରେ।