vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

କଟକ ଡିସିପିଙ୍କ ପ୍ରେସମିଟ୍ : କଟକ ଟ୍ରିପଲ ମର୍ଡର ଘଟଣା , ସାଇକୋ କିଲର ସମ୍ପର୍କରେ ପୋଲିସ ହାତରେ ପକ୍କା ସୂଚନା

29/07/2019 at 10:01 AM

କଟକ  ୨୯/୭: କଟକ  ପେ।ଲିସ ପଞ୍ଝାରେ ସାଇକୋ କିଲର ।  କଟକ ଟ୍ରିପଲ୍ ମର୍ଡର ଘଟଣାରେ ପୋଲିସକୁ ସଫଳତା ମିଳିଛି । ଅଭିଯୁକ୍ତ ସାଇକୋ କିଲରର ସୂଚନା ପାଇଛି ପୋଲିସ । ତାକୁ  ଜିଲ୍ଲା ବାହାରୁ ଧରାଯାଇଛି । ଏବଂ ଏକ ଗୋପନ ସ୍ଥାନରେ ରଖି ପଚରାଉଚରା କରାଯାଉଛି  । ତେବେ ଏନେଇ ପୋଲିସ ପକ୍ଷରୁ  କୌଣସି ବିଦ୍ଧିବଦ୍ଧ ସୂଚନା ଦିଆଯାଇନି ।  ଅଭିଯୁକ୍ତ ଜଣେ  ମାନସିକ ରୋଗୀ ବେ।ଲି ଜଣାପଡିଛି ।

ସେ କଟକରେ  ୩ଜଣଙ୍କୁ  ହତ୍ୟା କରିବାରେ  ଚାପଡ କିମ୍ବା  ଭୂଜାଲି ବ୍ୟବହାର କରିଥିବା ପୋଲିସ ଅନୁମାନ କରୁଛି ।   ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ ବେ।ଲି ସୂଚନା ଦେଇଛି ପେ।ଲିସ । ସେପଟେ ଗତ କିଛି ଦିନ ତଳେ ୯ ଜଣ ମାନସିକ ରେ।ଗୀଙ୍କୁ SCBରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ଚିହ୍ନଟ କରିସାରିଛି ପେ।ଲିସ । ମାତ୍ର ଜଣେ ରେ।ଗୀଙ୍କ ସମ୍ପର୍କରେ ଖେ।ଜ ଖବର ମିଳିନି । ତେଣୁ ସେହି ବ୍ୟକ୍ତି ହିଁ ସାଇକେ। କିଲର ହୋଇଥାଇପାରେବୋଲି ବେ।ଲି ସୂଚନା ଦେଇଛନ୍ତି ପେ।ଲିସ କମିସନର ।

କଟକରେ ଡିସିପି ପ୍ରେସମିଟ କରିଛନ୍ତି। ସେଥିରେ ଜଣେ ସନ୍ଦିଗ୍ଧକୁ ଅଟକ ରଖି ପୋଲିସ୍ ପଚରାଉଚୁରା କରୁଛି। ସନ୍ଦିଗ୍ଧର ଘର ଗଞ୍ଜାମରେ।

   Related Posts