ରାଉରକେଲା ନାଲାରୋଡ୍ କଣ୍ଟେନମେଣ୍ଟ ଜୋନ୍ରେ ପୋଲିସ ଉପରକୁ ଢେଲା ମାଡ
4/05/2020 at 2:09 PM

ରାଉରକେଲା ୪।୫: କଣ୍ଟେନମେଣ୍ଟ ଜୋନ୍ ଭିତରେ ଢେଲା ମାଡ । କଣ୍ଟେନମେଣ୍ଟ ଜୋନ୍ ବାହାରକୁ ନଯିବା ପାଇଁ ପୋଲିସ ବାରଣ କରିବାରୁ ପଥର ମାଡ କରାଯାଇଛି । ରାଉରକେଲା ନାଲା ରୋଡ୍ କଣ୍ଟେନମେଣ୍ଟ ଜୋନରେ ଘଟିଛି ଘଟଣା ।

ସୂଚନାଯୋଗ୍ୟ ଯେ, ରାଉରକେଲା ନାଲା ରୋଡ୍ କଣ୍ଟେନମେଣ୍ଟ ଜୋନ୍ ରେ ପୋଲିସ ଉପରକୁ ପଥର ମାଡ ସହ ବ୍ୟାରିକେଟ୍ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି । କଣ୍ଟେନମେଣ୍ଟ ଜୋନ୍ ବାହାରକୁ ନଯିବା ପାଇଁ ପୋଲିସ ବାରଣ କରିବାରୁ ଉତ୍ତେଜନା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ଅଧିରେ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି ।
Related Posts
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023