ଭଗବାନପୁର ହତ୍ୟା କାଣ୍ଡ: ଅଭିଯୁକ୍ତ ନାତି ଗିରଫ; ଟଙ୍କା ଓ ସୁନା ଅଳଙ୍କାର ଜବତ
10/12/2022 at 1:31 PM

ନେମାଳ ୧୦/୧୨: ଭଗବାନପୁର ଡକାୟତି ଓ ହତ୍ୟା ମାମଲାରେ ପର୍ଦ୍ଦାଫାସ କଲା ନେମାଳ ପୋଲିସ। ଏଭଳି ନାରକିୟ କାଣ୍ଡ ଅନ୍ଯ କେହି ନୁହେଁ ବରଂ ମୃତକଙ୍କ ନାତି କରିଥିଲେ। ମୃତକ ହୃଷିକେଶଙ୍କ ନାତି ଅଭିଯୁକ୍ତ ହତ୍ୟାକାରି ଓମକାର ମୁଦୁଲିକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ପାଖରୁ ପୋଲିସ ଲୁଟ୍ ହୋଇଥିବା ଅଳଙ୍କାର ଓ ଚୋରି ଟଙ୍କା ଜବତ ହୋଇଛି। ଏନେଇ ସାମ୍ୱାଦିକ ସମ୍ମିଳନୀରେ ପୋଲିସ ବିସ୍ତୃତ ସୂଚନା ଦେବ ବୋଲି ଜଣାପଡ଼ିଛି
Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023