ଗିରଫ ହେଲା ଠକ, ଘରୋଇ ହସ୍ପିଟାଲରେ କାମ କରି ଲଗାଉଥିଲା ରୋଗୀଙ୍କୁ ଚୂନା

ଭୁବନେଶ୍ବର: ଘରୋଇ ହସ୍ପିଟାଲରେ କାମ କରି ଲଗାଉଥିଲା ରୋଗୀଙ୍କୁ ଚୂନା ଲଗାଉଥବା ଠକକୁ ଗିରଫ କରିଛି ପୋଲିସ୍। ଠକ ଜଣକ ଭରତପୁର ଥାନା ଅଧୀନରେ ଏକ ଘରୋଇ ହସ୍ପିଟାଲରେ ରୋଡିଓଲୋଜିଷ୍ଟ ଭାବରେ କାମ କରୁଥିଲା। ସୂଚନା ଅନୁଯାୟୀ, ଘରୋଇ ହସ୍ପିଟାଲରେ ରେଡିଓଲୋଜିଷ୍ଟ ଭାବେ କାମ କରୁଥିବା ନାରାୟଣ ବେହେରା ଭିନ୍ନ ଭିନ୍ନ ଉପାୟରେ ରୋଗୀଙ୍କ ବିଲିଂ ସମୟରେ ୩୧ ଲକ୍ଷ ଟଙ୍କା ଠକି ଫେରାର ହୋଇଯାଇଥିଲେ। ପୋଲିସ୍‌ରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା ଏବଂ କଟକ … Continue reading ଗିରଫ ହେଲା ଠକ, ଘରୋଇ ହସ୍ପିଟାଲରେ କାମ କରି ଲଗାଉଥିଲା ରୋଗୀଙ୍କୁ ଚୂନା