scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘର ପଶି ମାଆ ଓ ୨ ପୁଅଙ୍କୁ ଆକ୍ରମଣ ଘଟଣା, ୫ ଜଣକୁ ଗିରଫ କଲା ପୋଲିସ୍‌

30/10/2023 at 7:31 PM

ବ୍ରହ୍ମପୁର: ସଦର ଥାନା ଅଧୀନ ନାରାୟଣପୁର ଗାଁରେ ଘର ଭିତରେ ପଶି ମାଆ ଓ ୨ ପୁଅଙ୍କୁ ଆକ୍ରମଣ ଘଟଣା। ଘଟଣାରେ ୫ ଜଣକୁ ଗିରଫ କଲା କଲା ପୋଲିସ୍‌ । ଗିରଫ ନେଇ ସୂଚନା ଦେଲେ ବ୍ରହ୍ମପୁର ଏସ.ପି।

ସୂଚନା ଅନୁଯାୟୀ, ଶୁକ୍ରବାର ନାରାୟଣପୁରର ଦୁର୍ଦ୍ଦାନ୍ତ ଅପରାଧୀ ଦୁନିଆ ସାହୁ, ତାଙ୍କ ମାଆ ଓ ଅନ୍ୟ ଏକ ପୁଅଙ୍କୁ କିଛି ଦୁର୍ବୁତ୍ତ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ। ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଦୁନିଆ ସାହୁର ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ଘରେ ପଶି ମାଆ ପୁଅଙ୍କୁ ହାଣିଲେ, ପୂର୍ବ ଶତ୍ରୁତାରୁ ଆକ୍ରମଣ

   Related Posts