ବ୍ରହ୍ମପୁର: ସଦର ଥାନା ଅଧୀନ ନାରାୟଣପୁର ଗାଁରେ ଘର ଭିତରେ ପଶି ମାଆ ଓ ୨ ପୁଅଙ୍କୁ ଆକ୍ରମଣ ଘଟଣା। ଘଟଣାରେ ୫ ଜଣକୁ ଗିରଫ କଲା କଲା ପୋଲିସ୍ । ଗିରଫ ନେଇ ସୂଚନା ଦେଲେ ବ୍ରହ୍ମପୁର ଏସ.ପି।
ସୂଚନା ଅନୁଯାୟୀ, ଶୁକ୍ରବାର ନାରାୟଣପୁରର ଦୁର୍ଦ୍ଦାନ୍ତ ଅପରାଧୀ ଦୁନିଆ ସାହୁ, ତାଙ୍କ ମାଆ ଓ ଅନ୍ୟ ଏକ ପୁଅଙ୍କୁ କିଛି ଦୁର୍ବୁତ୍ତ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ। ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଦୁନିଆ ସାହୁର ମୃତ୍ୟୁ ହୋଇଥିଲା।
ଆହୁରି ପଢ଼ନ୍ତୁ: ଘରେ ପଶି ମାଆ ପୁଅଙ୍କୁ ହାଣିଲେ, ପୂର୍ବ ଶତ୍ରୁତାରୁ ଆକ୍ରମଣ