ଲିଙ୍ଗରାଜ ମନ୍ଦିର ମାର୍କେଟ କମ୍ପ୍ଲେକ୍ସ ପଛପଟେ ଚାଲିଥିଲା ଡକାୟତି ଯୋଜନା, ୪ ଜଣଙ୍କୁ ଗିରଫ କଲା ପୋଲିସ୍‌

Published By : Prameya-News7 Bureau | September 27, 2022 IST

ଭୁବନେଶ୍ୱର, ୨୭/୦୯: ରାଜଧାନୀରେ ଡକାୟତି ପାଇଁ ଯୋଜନା କରୁଥିବା ୪ ଡକାୟତ ଗିରଫ । ଲିଙ୍ଗରାଜ ମନ୍ଦିର ମାର୍କେଟ କମ୍ପ୍ଲେକ୍ସ ପଛପଟେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଚଢାଉ କରି ଗିରଫ କରିଛି । ଡକାୟତଙ୍କ ପାଖରୁ ଲଙ୍କାଗୁଣ୍ଡ, ମୋବାଇଲ, ବାଇକ ଜବତ କରାଯାଇଥିବା ସୂଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.