ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ଲିଙ୍ଗରାଜ ମନ୍ଦିର ମାର୍କେଟ କମ୍ପ୍ଲେକ୍ସ ପଛପଟେ ଚାଲିଥିଲା ଡକାୟତି ଯୋଜନା, ୪ ଜଣଙ୍କୁ ଗିରଫ କଲା ପୋଲିସ୍‌

27/09/2022 at 4:08 PM

ଭୁବନେଶ୍ୱର, ୨୭/୦୯: ରାଜଧାନୀରେ ଡକାୟତି ପାଇଁ ଯୋଜନା କରୁଥିବା ୪ ଡକାୟତ ଗିରଫ । ଲିଙ୍ଗରାଜ ମନ୍ଦିର ମାର୍କେଟ କମ୍ପ୍ଲେକ୍ସ ପଛପଟେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଚଢାଉ କରି ଗିରଫ କରିଛି । ଡକାୟତଙ୍କ ପାଖରୁ ଲଙ୍କାଗୁଣ୍ଡ, ମୋବାଇଲ, ବାଇକ ଜବତ କରାଯାଇଥିବା ସୂଚନା ମିଳିଛି ।  

   Related Posts