ଅଳଙ୍କାର ସଫା କରିବାକୁ କହି ଲୁଟ୍‌ ଘଟଣା, ୩ ଜଣଙ୍କୁ ଗିରଫ କଲା ପୋଲିସ୍‌

Published By : Prameya-News7 Bureau | October 11, 2022 IST

ବ୍ରହ୍ମପୁର, ୧୧/୧୦: ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ସୁନା, ରୂପା ଅଳଙ୍କାର ସଫା କରିବାକୁ କହି ଲୁଟି ନେବା ଘଟଣାରେ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ । ପୁଲିସ୍ ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିବା ସହ ୧୮୬.୫ ଗ୍ରାମ୍ ସୁନା ଅଳଙ୍କାର ଜବତ କରିଛି । ଦୁଇ ଲୁଟେରା ସହ କ୍ରୟ କରିଥିବା ଦୋକାନୀଙ୍କୁ ମଧ୍ୟ ଗିରଫ କରିଛି ପୁଲିସ୍ । ଏନେଇ ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.