ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଅଳଙ୍କାର ସଫା କରିବାକୁ କହି ଲୁଟ୍‌ ଘଟଣା, ୩ ଜଣଙ୍କୁ ଗିରଫ କଲା ପୋଲିସ୍‌

11/10/2022 at 7:11 PM

ବ୍ରହ୍ମପୁର, ୧୧/୧୦: ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ସୁନା, ରୂପା ଅଳଙ୍କାର ସଫା କରିବାକୁ କହି ଲୁଟି ନେବା ଘଟଣାରେ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ । ପୁଲିସ୍ ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିବା ସହ ୧୮୬.୫ ଗ୍ରାମ୍ ସୁନା ଅଳଙ୍କାର ଜବତ କରିଛି । ଦୁଇ ଲୁଟେରା ସହ କ୍ରୟ କରିଥିବା ଦୋକାନୀଙ୍କୁ ମଧ୍ୟ ଗିରଫ କରିଛି ପୁଲିସ୍ । ଏନେଇ ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

   Related Posts