ପୋଲ ବାଡ଼ରେ ଝୁଲୁଛି ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
12/09/2022 at 9:00 AM

ଭୋଗରାଇ୧୨/୦୯: ୫୭ ନମ୍ବର ରାଜ୍ୟ ରାଜପଥ ବାଟଗ୍ରାମ ପୋଲ ବାଡ଼ରେ ଝୁଲନ୍ତା ମୃତଦେହ ଠାବ। ଯୁବକ ଜଣକ ବାଟଗ୍ରାମର ଚୈତନ୍ୟ କାମିଳା । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଘଟଣା ସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ହତ୍ୟା କି ଆତ୍ମହତ୍ୟା ତଦନ୍ତ ଜାରି ।
ସୂଚନା ଥାଉକି, ଆଜି ସକାଳୁ ମୃତଦେହ ଝୁଲୁଛିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଏନେଇ ଖବର ଦିଆଯାଇଥିଲା । ପୋଲିସ ଖବରପାଇ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023
ସ୍କୁଲରୁ ଘରକୁ ଫେରୁଥିଲେ ମହିଳା, ଅଧାରାସ୍ତାରେ ଏସିଡ ମାଡ କଲେ ଦୁର୍ବୃତ୍ତ
8 February 2023