ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡିବିରୀରୁ ଲାଗିଗଲା ଡ୍ରେସରେ ନିଆଁ, ପୋଡିହୋଇ ଯୁକ୍ତ ୩ ଛାତ୍ରୀ ମୃତ

14/12/2021 at 8:48 AM

ସୁନ୍ଦରଗଡ ୧୪/୧୨: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଭାଲୁଡୁଙ୍ଗୁରି ଗ୍ରାମରେ ଡିବିରୀରୁ ନିଆଁ ଲାଗି ଜଣେ ଯୁକ୍ତ ୩ ଛାତ୍ରୀ ମୃତ । ଗାଁର ସ୍ୱପ୍ନେଶ୍ଵରୀ ମୁଣ୍ଡା ଘରେ ଜଳୁଥିବା ଡିବିକୁ ଧରି ଆସୁଥିବା ବେଳେ ତାଙ୍କ ଡ୍ରେସରେ ନିଆଁ ଲାଗି ଯାଇଥିଲା । ଝିଅର ଚିତ୍କାର ଶୁଣିବାରୁ ପରିବାର ଲୋକ ତୁରନ୍ତ ଆମ୍ବୁଲାନ୍ସ ଡାକି ବଣାଇ ଡାକ୍ତରଖାନାକୁ ଆଣିଥିଲେ ।

ହେଲେ କିଛି ଲାଭ ହେଲାନି । ସତ ଚେଷ୍ଟା ସତ୍ତ୍ୱେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଲହୁଣୀ ପଡା କଲେଜର ଯୁକ୍ତ ୩ରେ ପାଠ ପଢୁଥିବା ଜଣାପଡିଛି । ଘଟଣା ପରେ ବଣାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

   Related Posts