POCSO ଆକ୍ଟ ସଂଶୋଧନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ
22/04/2018 at 7:52 AM

ଶନିବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଥିବା ବେଳେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ମୋହର ମାରିଛନ୍ତି | ଏଣିକି ୧୨ ବର୍ଷ ପର୍ଯ୍ୟନ୍ତ ନାବାଳିକାକୁ ହେଲେ ଦୋଷୀକୁ ସର୍ବ ନିମ୍ନ ୧୧ବର୍ଷ ଜେଲ ଓ ସର୍ବାଧିକ ମୃତ୍ୟୁ ଦଣ୍ଡ ଦିଆଯିବ
| ଦୁଷ୍କର୍ମକାରୀଙ୍କୁ ଏବେଠାରୁ ଆଉ ଆଗୁଆ ଜାମିନ ମିଳିବନି | ୨୦୧୨ ନିର୍ଭୟ କାଣ୍ଡ ପରେ ଆଇନ କିଛିତା କଡା ହୋଇଥିଲା କିନ୍ତୁ ଦୁଷ୍କର୍ମ କମିଲା ନାହିଁ | ସେଥିପାଇଁ ଆଇନ କଡା କରାଯାଇଛି |