oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

୨୦୨୪ ସାଧାରଣ ନିର୍ବାଚନରେ ପୁଣି ମୋଦୀ ସରକାର, ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦୀ ସବୁଠୁ ଲୋକପ୍ରିୟ : ସର୍ଭେ

12/08/2022 at 6:16 PM

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ପୁଣି ଥରେ ସରକାର ଗଠନ କରିବ। ତେବେ ଆସନ ସଂଖ୍ୟା କମିପାରେ । ଏକ ସର୍ଭେକୁ ନେଇ ଟାଇମ୍ସ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏହି ଦାବି କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀ ଆଜି ବି ଦେଶରେ ସବୁଠୁ ଲୋକପ୍ରିୟ ଥିବା ଏଥିରେ କୁହାଯାଇଛି।

ସର୍ଭେ ଅନୁସାରେ ଯଦି ଆଜିର ଦିନରେ ନିର୍ବାଚନ ହୁଏ ତେବେ ପିଏମ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ୫୪୩ ଆସନ ମଧ୍ୟରୁ ୨୮୬ରେ ବିଜୀୟ ହେବ। ତେବେ ନୀତୀଶ କୁମାରଙ୍କ ଅଲଗା ହେବା ଏନଡିଏ ହାତରୁ ୨୧ ଆସନ ଛଡାଇ ନେଇପାରେ । ପୂର୍ବରୁ ଇଣ୍ଡିଆ ଟୁଡେ ମାଗାଜିନ ଏବଂ ସି ଭୋଟର ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏନଡିଏ ସରକାର ୩୦୭ଟି ଆସନରେ ବିଜୟୀ ହୋଇପାରେ ବୋଲି ଦାବି କରାଯାଇଥିଲା ।

ବର୍ତ୍ତମାନ ସମୟରେ ଲୋକସଭାରେ ବିଜେପି ନେତୃତ୍ୱଧୀନ ଏନଡିଏ ନିକଟରେ ୩୦୦ରୁ ଅଧିକ ସାଂସଦ ଅଛନ୍ତି । ଫେବ୍ରୁଆରୀରୁ ଅଗଷ୍ଟ ମଧ୍ୟରେ ମୁଡ୍ ଅଫ୍ ଦି ନେସନ ସର୍ଭେ କରାଯାଇଥିଲା, ଏଥିରେ ପ୍ରାୟ ୧,୨୨,୦୧୬ ଜଣଙ୍କ ମତାମତ ନିଆଯାଇଥିଲା । ତେବେ ନୀତୀଶ କୁମାର ଏନଡିଏ ଛାଡିବା ପୂର୍ବରୁ ସର୍ଭେର ଏକ ବଡ ଅଂଶ ଶେଷ ହୋଇଥିଲା ।   

   Related Posts