ନୂଆଦିଲ୍ଲୀ: ନୀତି ଆୟୋଗର ଅଷ୍ଟମ ଗଭର୍ଣ୍ଣିଂ କାଉନସିଲର ଶନିବାର ହେବାକୁ ଥିବା ବୈଠକରେ ଚଳିତ ଥର ବିକଶିତ ଭାରତର ରୋଡମ୍ୟାପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିବେ । ନୀତି ଆୟୋଗ ଅଧ୍ୟକ୍ଷ ହୋଇଥିବା କାରଣରୁ ପ୍ରଧାନମନ୍ତ୍ରୀ ଏହି ବୈଠକର ଅଧ୍ୟକ୍ଷତା କରିବେ । ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଶାସିତ ପ୍ରଦେଶ ଉପରାଜ୍ୟପାଳଙ୍କୁ ଅମନ୍ତ୍ରିତ କରାଯାଇଛି । ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ହେବାକୁ ଥିବା ଏହି … Continue reading ବିକଶିତ ଭାରତ @୨୦୪୭: ପିଏମ୍ ମୋଦୀଙ୍କ ଅଧ୍ୟକ୍ଷତାରେ ଟିମ୍ ଇଣ୍ଡିଆ ପ୍ରସ୍ତୁତ କରିବ ରୋଡମ୍ୟାପ୍, ୮ ସେକ୍ଟର ଉପରେ ଗୁରୁତ୍ୱ
Copy and paste this URL into your WordPress site to embed
Copy and paste this code into your site to embed