୨୦୧୯ରେ ମୋଦିଙ୍କ ପ୍ରଥମ ‘ମନ୍ କି ବାତ୍’ : ଦେଶବାସୀଙ୍କୁ ନିଜ ମନର କଥା କହିବେ ପ୍ରଧାନମନ୍ତ୍ରୀ ମୋଦି
27/01/2019 at 10:14 AM

ନୂଆଦିଲ୍ଲୀ ୨୭|୧: ବର୍ଷର ପ୍ରଥମ ମନ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ନିଜର ମନର କଥା କହିବେ ପ୍ରଧାନମନ୍ତ୍ରୀ ମୋଦି। ଲୋକପ୍ରିୟ ମନ କି ବାତ କାର୍ଯ୍ୟକ୍ରମର ଆଜି ହେବ ୫୨ ତମ ସଂସ୍କରଣ। ୨୦୧୪ ଅକ୍ଟୋବରେ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ। ପ୍ରତିମାସ ଶେଷ ରବିବାରରେ ଦେଶବାସୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମୋଦି ନିଜର ମନର କଥା ବାଣ୍ଟୁଛନ୍ତି ।
Related Posts
ତୁର୍କୀରେ ଜଣେ ଭାରତୀୟ ନିଖୋଜ, ଫସିଛନ୍ତି ୧୦: ବିଦେଶ ମନ୍ତ୍ରାଳୟ
8 February 2023