suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଟକ ବାଲିଯାତ୍ରା ପଡିଆରେ ମୋଦିଙ୍କ ଅଭିଭାଷଣ- “ବିକାଶ ପାଇଁ ମୋ ସରକାର ପ୍ରତିଶୃତିବଦ୍ଧ”

26/05/2018 at 1:56 PM

କଟକ ବାଲିଯାତ୍ରା ପଡିଆରେ ମୋଦିଙ୍କ ଅଭିଭାଷଣ- “ବିକାଶ ପାଇଁ ମୋ ସରକାର ପ୍ରତିଶୃତିବଦ୍ଧ”
“କଳାଧନ,ଭ୍ରଷ୍ଟାଚାର ଲୋପ ପାଇଁ ମୋ ସରକାର ପ୍ରତିଶୃତିବଦ୍ଧ… ଆମେ ବେନାମୀ ସମ୍ପତ୍ତି ଆଇନ ଆଣିଛୁ … ଏପର୍ଯ୍ୟନ୍ତ ୩୫ ଶହ କୋଟି ଟଙ୍କା ଜବତ ହୋଇଛି … ଭ୍ରଷ୍ଟାଚାର ଲାଗି ୪ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେଲ ଯାଇଛନ୍ତି … ଆମ ସରକାର ଅମଳରେ ୩୦୦୦ ରୁ ଅଧିକ ଚଢ଼ାଉ ହୋଇଛି …”

Leave a Reply

   Related Posts