ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବିଜେପି କାର୍ଯ୍ୟାଳୟରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଦେବେ ବିଜୟ ଭାଷଣ

23/05/2019 at 7:07 PM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି । ବିଜୟୀ ହେବାପରେ ସେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପହଂଚିଛନ୍ତି । କାର୍ଯ୍ୟକର୍ତ୍ତା ମୋଦିଙ୍କ ଜୋରଦାର ସ୍ୱାଗତ କରିଛନ୍ତି । ମୋଦିଙ୍କ ଉପରେ ଫୁଲ ବର୍ଷ କରିଛନ୍ତି କାର୍ଯ୍ୟକର୍ତ୍ତା । ଏହାପରେ ମୋଦି ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କୁ ବିଜୟ ଚିହ୍ନ ଦେଖାଇଥିଲେ । ବିଜେପି କାର୍ଯ୍ୟାଳୟରେ ରାଜନାଥ ସିଂହ, ଅମିତ ଶାହ, ସୁଷମା ସ୍ୱରାଜ, ଜେପି ନଡ୍ଡା, ଯାଦବ ଚନ୍ଦ୍ର ଗେହଲତ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖ ଉପସ୍ଥିତ ଅଛନ୍ତି । ମୋଦି ବିଜେପି କାର୍ଯ୍ୟାଳୟରେ ପହଂଚି କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Thank you India! Watch from the BJP Headquarters. https://t.co/6WTN8almav— Narendra Modi (@narendramodi) May 23, 2019

   Related Posts