oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ମନ କୀ ବାତ୍ କାର୍ଯ୍ୟକ୍ରମର ଆଜି ୪୬ତମ ସଂସ୍କରଣ

29/07/2018 at 9:39 AM

ଆଜି ପ୍ରଧାନମନ୍ତ୍ରୀ ମ।ଦିଙ୍କ ମନ କୀ ବାତ୍ କାର୍ଯ୍ୟକ୍ରମ । ୪୬ତମ ସଂସ୍କରଣରେ ପ୍ରଥମେ କବି ନୀରଜଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହା ପେର ପ୍ରଥମ କରି କଲେଜ ପାଦ ଥାପିଥିବା ଛାତ୍ରଛାତ୍ରୀଙ୍କୁ ଶୁେଭଚ୍ଛା ଜଣାଇବା ସହ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ପ୍ରଧାନମନ୍ତ୍ରୀ । ଏଥି ସହ ଯୋଧପୁର AIIMS ର MBBS ପରୀକ୍ଷାରେ ସଫଳତା ପାଇଥିବା ମଧ୍ୟପ୍ରଦେଶର ଆଶାରାମ ଚୌଧରୀଙ୍କୁ ଶୁେଭଚ୍ଛା ଜଣାଇଥିଲେ ମୋଦି ।

   Related Posts